ଦ୍ରୁତଗତି:
ଜନରାସ୍ତାମାର୍ଗେ କ୍ଷତି ତଥା ମହାବିପତ୍ତି,
କ୍ରୀଡାଦୌଡପଥେ ସୁନାମ ତଥା ଖ୍ୟାତି!


ଅତି ମୂଲ୍ୟବାନ ଏଇ ଜୀବନ;
ଦ୍ରୁତଗତିର ସଠିକ ଚୟନ
ଉପଯୁକ୍ତ ଏବଂ ସଠିକ
ମାର୍ଗ ସମୟ ମୁହୂର୍ତ୍ତରେ
କରନ୍ତୁ!
ପ୍ରେରଣା:
ଜଗନ୍ନାଥ ସଂକୃତି ଓଡ଼ିଆ ଝିଅ
ସଂଘର୍ଷରତ ଦୌଡ ବିଜେତା
ଭାରତ ପୁତ୍ରୀ ଦୂତୀ!
ରାସ୍ତାରେ ଯାନବାହନ ଦ୍ରୁତଗତିଜନିତ
ଦୁର୍ଘଟଣା, ହାନି, ମୃତ୍ୟୁ ସମ
ମଣିଷକୃତ ପ୍ରକୋପ ବିରୁଦ୍ଧରେ
ପ୍ରାର୍ଥନା ଏବଂ ଅନୁରୋଧ
କରୁଅଛି ମୁହିଁ, ପ୍ରକୁପ:
ପ୍ରବୀଣ କୁମାର ପତି)
ସମର୍ପିତ: NHAI ତଥା Traffic ପୋଲିସ ଅଭିଯାନ
~ ପ୍ରବୀଣ କୁମାର ପତି
~ Prabeen Kumar Pati