#Patra/ପାତ୍ରଙ୍କ ନାମ ମୁଖପାତ୍ର: #BJP/D: Dr. ସମ୍ବିତ ପାତ୍ର / ସସ୍ମିତ #ପାତ୍ର ~ #PP


ପାତ୍ରଙ୍କ ନାମ ମୁଖପାତ୍ର. Patra
Sambit Patra. Sasmit Patra. Spokesperson! BJP. BJD.

~ © Prabeen Kumar Pati 

© ପ୍ରବୀଣ କୁମାର ପତି

‘ଖେଳିବା HOCKEY, ଦେଖିବା HOCKEY’ by Prabeen #OHWC2018 #HWC2018


'ଖେଳିବା HOCKEY'
(ଦେଖିବା HOCKEY)।

ଆରେ ବାଡ଼ି ବଙ୍କା
ମାର ଡ଼ଙ୍କା
ସିଧା ନେ କି
ଅଙ୍କା ବଙ୍କା!


'ଖେଳିବା HOCKEY' 

ଆଖି ଖୋଲିବାର ଅଛି
ଖୋଲା ରଖିବାର ଅଛି
ଭାରତ ଆମ ଖେଳିବ
ଖେଳ ଦେଖିବାର ଅଛି।

'ଖେଳିବା HOCKEY
ଦେଖିବା HOCKEY'

ଚେଇଁ ଥିବ ଭାଇ
ହୋ ଚେଇଁ ଥିବ ଭାଇ
goal ଲାଗଇ
ଦେଖ ଦେଖ ଦେଖ…

'ଖେଳିବା HOCKEY
ଦେଖିବା HOCKEY'

ଭାରତ ଜିତିବ, 
ପ୍ରତ୍ୟକ (ପ୍ରତି ଏକ) match ଜିତିବ...
ହେବ ବିଜେତା...
ଉଡ଼ିବ ଆମର 
ଭାରତୀୟ ତିରଙ୍ଗା ପତାକା
'ଖେଳିବା HOCKEY
ଦେଖିବା HOCKEY'

ହୋ...
Penalty Corner ହଉ କି
Penalty Stroke...
ହଉ ବା ଅଥବା
 Penalty Shoot-Out
ରଖିଥିବା ball...
ରଖି ରଖି ରଖି
ମାରିବା GOAL
କରିବା GOAL
ଏମିତି ଖେଳିବା HOCKEY...

'ଖେଳିବା HOCKEY
ଦେଖିବା HOCKEY'

/*{Announcement:
HOCKEY WORLD CUP 2018 ହେଉଅଛି ଓଡ଼ିଶାରେ ଭୁବନେଶ୍ୱରରେ 
}*/

ଜୟ ଜଗନ୍ନାଥ!
ଜୟ HOCKEY!

||୨||
'ଖେଳିବା HOCKEY
ଦେଖିବା HOCKEY'
'ଖେଳିବା HOCKEY
ଜିତିବା HOCKEY'

କ'ଣ ଭାଇ ଦିଲ୍ଲୀପ ତିର୍କୀ...!

'ଖେଳିବା HOCKEY
ଦେଖିବା HOCKEY'
'ଖେଳିବା HOCKEY
ଜିତିବା HOCKEY'

ଜୟ ଜଗନ୍ନାଥ!
ଜୟ ଜୟ HOCKEY! (ଜୟ Joy HOCKEY!)

WORLD CUP HOCKEY 2018 BHUBANESHWAR ODISHA
ଭାରତ ଜିତିବ
ଆମରି ଆଶା 
ଆଉ ଭରସା...ଭରସା...

'ଖେଳିବା HOCKEY
ଜିତିବା HOCKEY'

~ © ପ୍ରବୀଣ କୁମାର ପତି

Prabeen Kumar Pati
PSquare
SongWriter Lyricist Composer Singer/Writer Prabeen
Self Anthem/Cheer Song for Odisha Hockey Men's World Cup 2018
Bhubaneshwar (Odisha, India) #HWC2018
Note: Originally Composed on-the-fly on 23rd September 2018 & published through Audio-Recording of the Raw Original Firsts. SoundCloud. YouTube.
No additional lyrics/words added. As-is Original First.

“ଆମ ଓଡ଼ିଶା” “ଆସ ଓଡ଼ିଶା” #Odisha


ଆଜିର ଚିନ୍ତାଧାରା ଅନୁଚିନ୍ତା:
“ଆମ ଓଡ଼ିଶା”
“ଆସ ଓଡ଼ିଶା”

ଆସ_ଓଡ଼ିଶା

ThoughtForTheDay #Odisha

#AmaOdisha🙏#AsaOdisha

~ ପ୍ରବୀଣ କୁମାର ପତି

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା – ବୋଇତ & more #KartikPurnima


ଶୁଭ, ନିର୍ମଳ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।
ନମୋ କାର୍ତ୍ତିକେୟ ନମୋ ନମଃ!
ବୋଇତ ବନ୍ଦାଣ ଓ ଭସାଣି:
ଭାସି ଭାସି ଗଲା ମୋ’ ସ୍ମାରକ ବୋଇତ
ଦୀପ ଜଳୁଅଛି: ପ୍ରଜ୍ୱଳିତ ଆଲୋକିତ ଶୁଭ ପ୍ରଭାତ!
ଭାଇ ତଥା ପରିବାର ବର୍ଗ ଏବଂ ବନ୍ଧୁ ସଙ୍ଗାତ!

ଇତି। ପ୍ରବୀଣ କୁମାର ପତି

The anti-Rupee Shampoo (Odia) ମୋ’ ମୁଣ୍ଡ ଲୋ !


🤑🙏😎 The Crazy Humour Dose: presenting the one & only

anti-Rupee Shampoo!
(at the Dollar Shop)
Screen Shot 2018-08-31 at 7.57.49 AM.png
~ Prabeen Kumar Pati

ଦ୍ରୁତଗତି ମହାବିପତ୍ତି ବା ଖ୍ୟାତି!? (Odia)


ଦ୍ରୁତଗତି:
ଜନରାସ୍ତାମାର୍ଗେ କ୍ଷତି ତଥା ମହାବିପତ୍ତି,
କ୍ରୀଡାଦୌଡପଥେ ସୁନାମ ତଥା ଖ୍ୟାତି!

Road Speed
Speed not on the Road, but as applicable on the Sprint Track.

DrutaGati-4
Prabeen

 

ଅତି ମୂଲ୍ୟବାନ ଏଇ ଜୀବନ;
ଦ୍ରୁତଗତିର ସଠିକ ଚୟନ
ଉପଯୁକ୍ତ ଏବଂ ସଠିକ
ମାର୍ଗ ସମୟ ମୁହୂର୍ତ୍ତରେ
କରନ୍ତୁ!

ପ୍ରେରଣା:
ଜଗନ୍ନାଥ ସଂକୃତି ଓଡ଼ିଆ ଝିଅ
ସଂଘର୍ଷରତ ଦୌଡ ବିଜେତା
ଭାରତ ପୁତ୍ରୀ ଦୂତୀ!

ରାସ୍ତାରେ ଯାନବାହନ ଦ୍ରୁତଗତିଜନିତ
ଦୁର୍ଘଟଣା, ହାନି, ମୃତ୍ୟୁ ସମ
ମଣିଷକୃତ ପ୍ରକୋପ ବିରୁଦ୍ଧରେ
ପ୍ରାର୍ଥନା ଏବଂ ଅନୁରୋଧ
କରୁଅଛି ମୁହିଁ, ପ୍ରକୁପ:
ପ୍ରବୀଣ କୁମାର ପତି)

ସମର୍ପିତ: NHAI ତଥା Traffic ପୋଲିସ ଅଭିଯାନ

~ ପ୍ରବୀଣ କୁମାର ପତି
~ Prabeen Kumar Pati